Advertisment

ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ !

ଯୁବତୀ ସ୍ଥାନୀୟ ବାନ୍ଧବୀଙ୍କ ସହ ବୁଲିବାକୁ ଆସିଥିଲେ । ବିରଜା ମନ୍ଦିର ଦର୍ଶନ ସାରି ଫେରିବା ବେଳେ ଅଘଟଣ ଘଟିଛି ।

Advertisment

ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଦଶରଥପୁର ଥାନା ଭଦ୍ରକ ପଡ଼ିଆ ନିକଟରେ ଅସଦାଚରଣ । ଯୁବତୀ ସ୍ଥାନୀୟ ବାନ୍ଧବୀଙ୍କ ସହ ବୁଲିବାକୁ ଆସିଥିଲେ । ବିରଜା ମନ୍ଦିର ଦର୍ଶନ ସାରି ଫେରିବା ବେଳେ ଅଘଟଣ ଘଟିଛି ।

Advertisment
Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ