puri
Advertisment
ଜଗା ଆସିବ ବଡ଼ଦଣ୍ଡକୁ । ପଡ଼ିବ ହରିବୋଲ ହୁଳହୁଳି ବାଜିବ ଘଣ୍ଟ କରତାଳି । ଭକ୍ତର ଠାକୁର ସେ କାଳିଆ ସାଆନ୍ତ l ଯେତେବେଳେ ଭକ୍ତଟିଏ ମନପ୍ରାଣ ଦେଇ ଡାକେ ସେ ତା’ ଡାକଶୁଣେ । ଆଉ ସେ ଭକ୍ତର ନିଚ୍ଛକ ଉଦାହରଣ ଦାସିଆ ବାଉରୀ । ରଥଯାତ୍ରା ପାଇଁ ଦାସିଆ ପୀଠରୁ ଯିବାକୁ ସଜେଇ ହେଲାଣି ତୁଳସୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us