Advertisment

Special Story: ସମୁଦ୍ର ଆଁରେ ହଜିଯିବ କି ଗାଁ!

ସ୍ଥଳଭାଗକୁ ମାଡ଼ି ଆସୁଛି ସର୍ବଗ୍ରାସୀ ସମୁଦ୍ର। ବିପଦ ମୁହଁରେ ଠିଆ ହୋଇଛି ବାଲେଶ୍ୱର ସଦର ବ୍ଲକର ୪ଟି ଗାଁ। ଜୁଆର ମାଡ଼ରେ ଉଚ୍ଚ ବାଲି ବନ୍ଧ, ଝାଉଁ ଜଙ୍ଗଲ ଧୋଇ ଯାଉଛି। ଏମିତି ଯଦି କୂଳ ଖାଇବ, ଯେ କୌଣସି ସମୟରେ ସମୁଦ୍ର ଆଁରେ ଚାଲି ଯାଇପାରେ ବାସ ଓ ବସତି।

ଅଦ୍ୟତନ ହୋଇଛି

Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ