Advertisment

CM Majhi Furious at DGP: ଭୀଷଣ ଭାବେ ରାଗିଗଲେ ମୁଖ୍ୟମନ୍ତ୍ରୀ ଆଉ ତାପରେ...

କୌଣସି କାରଣ ପାଇଁ ସେଠାରେ ଉପସ୍ଥିତ ଥିବା ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ସମେତ ଅନ୍ୟ ବରିଷ୍ଠ ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରକ୍ତି ହେଉଥିବା ଦେଖିବାକୁ ମିଳିଥିଲା ।

Advertisment

ଗତକାଲି ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତିର ସମୀକ୍ଷା କରୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏହି ସମୟରେ କୌଣସି କାରଣ ପାଇଁ ସେଠାରେ ଉପସ୍ଥିତ ଥିବା ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ସମତେ ଅନ୍ୟ ବରିଷ୍ଠ ଅଫିସରଙ୍କ ଉପରେ ବିରକ୍ତି ହେଉଥିବା ଦେଖିବାକୁ ମିଳିଥିଲା । 

Advertisment
Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ