ଛକ ଛକରେ ଷଣ୍ଢ... ଗଳି ଗଳିରେ ଷଣ୍ଢ... କଟକରେ ଦେଖା ଦେଇଛି ଷଣ୍ଢଆତଙ୍କ । ଯେଉଁଆଡେ ଚାହିଁବେ ସବୁଠି ବୁଲୁଛନ୍ତି ଏ ଷଣ୍ଢମାନେ । ଆଉ ଏଇ ଷଣ୍ଢ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛନ୍ତି ।