Advertisment

ପୋଲିସ ପିନ୍ଧିଲେ ବଡି କ୍ୟାମେରା

ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍ ରେ କମିଶନରେଟ ପୋଲିସ । କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ନେଇ ବି ହେବ ଛାନଭିନ୍।

Advertisment

ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିଥିବା ଏ ହେଉଛି ବଡି କ୍ୟାମେରା। ଯେଉଁଥିରେ ରେକର୍ଡ ହେଉଛି ଟିକିନିକି ଦୃଶ୍ୟ। ଏତଲାକାରୀ କଣ କହୁଛନ୍ତି, କିଭଳି ରହୁଛି ପୋଲିସର ବ୍ୟବହାର, ପ୍ରତି ମୁହୂର୍ତ୍ତର ଭିଡିଓ ଓ ଅଡିଓ କଏଦ୍ ହେଉଛି କ୍ୟାମେରାରେ। କ୍ୟାମେରାରେ ଲାଗିଥିବା ପ୍ୟାନିକ ବଟନ୍ ଚିପିବା କ୍ଷଣି
ସବୁ ରେକର୍ଡ ହେଉଛି। ଯାହାକୁ ସିଧାସଳଖ ଦେଖିପାରୁଛନ୍ତି ପୋଲିସ କମିଶନର ଓ ଡିସିପି। କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର କିଛି ଥାନାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ।

Advertisment
Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ