shree mandir
Advertisment
#ବଡ଼_ମହାସ୍ନାନ_କଲେ_ଶ୍ରୀଜୀଉ
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଜଣେ ଯବାନଙ୍କ ପାଦରେ କାଚ ପଶି ରକ୍ତ ଛିଟା ପଡ଼ିବାରୁ ନୀତି କରାଇଛନ୍ତି ସେବାୟତ। ଏଥିପାଇଁ ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିଛି ସାଧାରଣ ଦର୍ଶନ।