Advertisment

BJD Leaders: ବିଜେଡି ନେତାଙ୍କୁ ପାଣିମାଡ଼

ରଣକ୍ଷେତ୍ର ପାଲଟିଲା ଲୋଏର୍‌ ପିଏମ୍‌ଜି। ବ୍ୟାରିକେଡ୍‌ ଭାଙ୍ଗି ମାଡ଼ି ଆସିଲେ ବିଜେଡି ନେତା। ବିଧାନସଭା ଘେରାଉ ବେଳେ ପୋଲିସ ସହ ହେଲା ମୁହାଁମୁହିଁ ପରିସ୍ଥିତି। ବିଜେଡିକର୍ମୀଙ୍କ ଉପରକୁ ହେଲା ପ୍ରବଳ ପାଣିମାଡ଼। ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗରେ ବିଧାନସଭା ଘେରୁଛି ବିଜେଡି।

Advertisment

ରଣକ୍ଷେତ୍ର ପାଲଟିଲା ଲୋଏର୍‌ ପିଏମ୍‌ଜି। ବ୍ୟାରିକେଡ୍‌ ଭାଙ୍ଗି ମାଡ଼ି ଆସିଲେ ବିଜେଡି ନେତା। ବିଧାନସଭା ଘେରାଉ ବେଳେ ପୋଲିସ ସହ ହେଲା ମୁହାଁମୁହିଁ ପରିସ୍ଥିତି। ବିଜେଡିକର୍ମୀଙ୍କ ଉପରକୁ ହେଲା ପ୍ରବଳ ପାଣିମାଡ଼। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗରେ ବିଧାନସଭା ଘେରୁଛି ବିଜେଡି। 

Advertisment
Odisha Assembly Gherao BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ