Advertisment

ପରଲୋକରେ ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତି । ଏମ୍ସରେ କ୍ୟାନ୍ସରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାକସ୍ଥଳୀ କର୍କଟରେ ପୀଡିତ ୪୨ ବର୍ଷୀୟ ବିତ୍ତିହୋତ୍ରଙ୍କ ପ୍ରବଳ ରକ୍ତସ୍ରାବ ହେଉଥିଲା।

Advertisment

ପରଲୋକରେ ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତି । ଏମ୍ସରେ କ୍ୟାନ୍ସରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ୨୦୦୬ରେ ଜର୍ମାନ୍ ସହପାଠୀଙ୍କୁ ଦୁଷ୍କର୍ମ ନେଇ ଥିଲା ଅଭିଯୋଗ । ୧୮ ବର୍ଷ ତଳେ ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଥିବା ବହୁ ଚର୍ଚ୍ଚିତ ତଥା ବିବାଦୀୟ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ହେଲା ତାଙ୍କର କ୍ୟାନସର ଟ୍ରିଟମେଣ୍ଟ ଚାଲିଥିଲା। ପାକସ୍ଥଳୀ କର୍କଟରେ ପୀଡିତ ୪୨ ବର୍ଷୀୟ ବିତ୍ତିହୋତ୍ରଙ୍କ ପ୍ରବଳ ରକ୍ତସ୍ରାବ ହେଉଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ