Kerala Tragedy
Advertisment
ନାତି ବାହାଘର ଦିନ ବେଶ୍ ଖୁସି ଥିଲା ଜେଜେ ମା’। ହସି ହସି ନାତି ଓ ନାତୁଣୀ ବୋହୂ ସହ ଫଟୋ ଉଠାଇଥିଲା। ସେଦିନ ବହୁତ ଖୁସି ଥିଲା ଜେଜେ ମା’ । ହେଲେ ଆଜିର ଦୃଶ୍ୟ ବଖାଣୁଛି ଭିନ୍ନ ଚିତ୍ର । ନାଁ ତା ମୁହଁରେ ଅଛି ସେଦିନର ହସ ନାଁ ଅଛି ଖୁସି । ଆଜି ତାଆଖିରୁ ଝରି ଆସୁଛି ଧାର ଧାର ଲୁହ, ଫାଟି ଯାଉଛି ଛାତି । କାହିଁକି ନା ତା ଧନ, ତା ସୁନା, ତା ଗଳାର ମାଳି ଆଜି ତାପାଖେ ନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us