Advertisment

Jatra artist Piyush Tripathy : ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ ଝୁଲିଲା ଖଣ୍ଡା

ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟରେ ଶୁଣାଣି। କାଲି ଲିଖିତ ଭାବେ ଜଣାଇବା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ। ପୀୟୂଷ କୌଣସି ଚୁକ୍ତି ଖିଲାପ କରି ନାହାନ୍ତି କହିଲେ ପୀୟୂଷଙ୍କ ଓକିଲ।

piyush-tripathy
Advertisment

ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟରେ ଶୁଣାଣି। କାଲି ଲିଖିତ ଭାବେ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପୀୟୂଷ କୌଣସି ଚୁକ୍ତି ଖିଲାପ କରି ନାହାନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି। ଏନେଇ ଆମେ କୋର୍ଟଙ୍କୁ ଅବଗତ କରିଥିଲୁ ଓ କାଲି ଲିଖିତ ଭାବେ ଜଣାଇବୁ ବୋଲି ପୀୟୂଷଙ୍କ ଓକିଲ ବିଭୁ ତ୍ରିପାଠୀ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ପୀୟୂଷ ତ୍ରିପାଠୀ ଓ ଯାତ୍ରା ସିଂହ ବାହିନୀ ମାଲିକ ଓକିଲଙ୍କ ଜରିଆରେ ନିଜ ପକ୍ଷ ରଖିଥିଲେ। ଚୁକ୍ତି ଉଲ୍ଲଂଘନ ଅଭିଯୋଗରେ ପୀୟୂଷଙ୍କ ମଞ୍ଚ ନଚଢ଼ିବା ପାଇଁ ନୋଟିସ୍ କରିଥିଲେ କୋର୍ଟ।

Bhubaneswar Court Odisha Jatra Artist Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ