Advertisment

ସୁନା କିଣିବା ବେଳେ ହୁସିଆର!

ଅନିୟମିତତା ବାବଦକୁ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ୍।

Advertisment

ସୁନା କିଣିବା ବେଳେ ହୁସିଆର! ନହେଲେ ଚୂନ ଲଗାଇଦେବେ ଦୋକାନୀ । ସୁନାର ମାନ, ଓଜନ ଓ ଅନ୍ୟାନ୍ୟ ଅନିୟମିତତା କରି ଠକିବାକୁ ଅନାଇ ବସିଛନ୍ତି ଅନେକ ଅସାଧୁ ବ୍ୟବସାୟୀ। ଗତ ୫ ମାସ ମଧ୍ୟରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୩ ହଜାର ୧୨୫ଟି ରେଡ୍ କରାଯାଇଥିବା ବେଳେ ରୁଜୁ ହୋଇଛି ୧୧୬ଟି ମାମଲା। ଏଥିସହ ଅନିୟମିତତା ବାବଦକୁ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ