Water Crisis
Advertisment
ଆମ ଗାଁରେ ପାଣି ନାହିଁ, ପାଣି ପାଇଁ ଡହଳ ବିକଳ ହେଉଛୁ, ଯେତେ ଯାହାଙ୍କୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି... ମନ୍ତ୍ରୀଙ୍କୁ ଦେଖି ସ୍ଥାନୀୟ ଲୋକେ ଓ ସରପଞ୍ଚ ଅଭିଯୋଗର ଫର୍ଦ୍ଦ ପଢିଦେବା ପରେ ଯନ୍ତ୍ରୀଙ୍କୁ ଡାକି ତାଗିଦ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us