Birds
Advertisment
ଉଡ଼ିଗଲା ଗେଣ୍ଡାଳିଆ, ଝାଡ଼ିଦେଲା ପର, ତୁ ରହିଲୁ ପରଦେଶେ ମୁଁ ରହିଲି ଘର। ଆଗକାଳେ ଗେଣ୍ଡାଳିଆ ପକ୍ଷୀଟିଏ ଦେଖି ପିଲାଏ ଏକଥା କହୁଥିଲେ। ହେଲେ ବୋଧହୁଏ ଏବେ ଏହି କଥାଟି କେବଳ ଶୁଣିବାକୁ ହିଁ ମିଳିବ। କାରଣ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ଗେଣ୍ଡାଳିଆ ବଂଶ ।