By: Pallipuspa Samal
Last updated: 05 November 2024, 03:21 PM IST
ଜନ୍ମ ଦେଇଥିବା ମା’ ଭୁଲିଗଲା । ବାପା ବି ତାଙ୍କ ବାଟ ବାଟ ବାଛିନେଲେ । ଏବେ ଜେଜେବାପା ଓ ଜେଜେମା’ଙ୍କ କୋଳରେ ବଢ଼ୁଛି ସିଏ । ହେଲେ ଭବିଷ୍ୟତ କ’ଣ ?