ସେ ହସୁଥିଲା । ତା’ ହସ ଦେଖି ବାପା-ମା’ ଆନନ୍ଦ ପାଉଥିଲେ । ସବୁ ବାପା-ମା’ଙ୍କ ଆନନ୍ଦ ତ ପିଲାମାନଙ୍କ ପାଖରେ ଥାଏ । ହେଲେ ସେ ଆନନ୍ଦ ଆଉ ବାପା-ମା’ଙ୍କ ପାଖରେ ନାହିଁ । କାରଣ ଯେଉଁପୁଅ ଦିନେ ହସୁଥିଲା, ସେ ଯେମିତି ହସ ଭୁଲିଯାଇଛି ।