Officer
Advertisment
ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ ଆସନ୍ତୁ। ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବ ଘଟଣାକୁ ବରଦାସ୍ତ କରାଯିବନି। ଏଣିକି ବାବୁମାନଙ୍କ ଉପରେ ନଜର ରଖିବ AI କ୍ୟାମେରା। ଅଫିସରମାନଙ୍କୁ ସୁଧୁରିବାକୁ ସୁଯୋଗ ଦିଆଯିବ, ନଚେତ ଦିଆଯିବ ବାଧ୍ୟତାମୂଳକ ଅବସର ।