Advertisment

P. Lakshmi Dies in Puri Hospital: ଜୁଇରୁ ଫେରିଥିଲେ ଆଜି ଚାଲିଗଲେ

୧୬ ଦିନ ତଳେ ଜୀବନ ପାଇ ପୁରୀ ସ୍ବର୍ଗଦ୍ବାରରୁ ଫେରିଆସିଥିବା ପି.ଲକ୍ଷ୍ମୀ ଆଉ ନାହାଁନ୍ତି। ୮୬ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ପୁରୀ ବଡ଼ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଛି ପି.ଲକ୍ଷ୍ମୀଙ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ