Puri
Advertisment
ଚମ ଧୁଡୁ ଧୁଡୁ ହାତରେ ଫୁଲ ଗୁନ୍ଥୁଥିବା ଏ ମା’ ଆଜି ଭାରି ଖୁସି। ତାଙ୍କ ଖୁସିର କାରଣ ଶୁଣିଲେ ଯେ କେହିବି ଖୁସି ହୋଇଯିବ। ୫୪ ବର୍ଷ ଧରି ଆଖିରୁ ଲୁହ ଝରାଉଥିବା ଇଏ ଜଣେ ସହିଦଙ୍କ ପତ୍ନୀ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପରେସନ ସିନ୍ଦୂର ତାଙ୍କୁ ଦେଇଛି ଆଶ୍ୱସ୍ତି। ଆଖିରୁ ଲୁହ ଶୁଖୁନି ସତ କିନ୍ତୁ ମନ କୁଣ୍ଢେମୋଟ ହୋଇଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us