Advertisment
ପୁଣି ଥରେ ଗୁଡ଼ି ସୂତା ଲାଗି ରକ୍ତାକ୍ତ ହେଲେ ଯୁବକ। କଟକରେ ଗୁଡ଼ି ସୂତା ଲାଗି ପୁଣି ଜଣେ ଯୁବକ ଆହତ ହୋଇଛନ୍ତି। ଖାନନଗର ଟ୍ରାଫିକରେ ବାଇକରେ ଯିବା ବେଳେ ନାକରେ ଲାଗିଗଲା ସୂତା। ରକ୍ତାକ୍ତ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ଯୁବକ।