bolaghir
Advertisment
ସୁନ୍ଦର ଛାନ୍ଦର ତାଳେ ତାଳେ, ଗୁରୁ ସର୍ବେଶ୍ବର ସାହୁଙ୍କ ଓଡ଼ିଶୀ ନୃତ୍ୟକୁ ଟିକିଏ ଦେଖିନିଅନ୍ତୁ । ମଂଚ ଉପରେ ଜୋସ୍ ଦେଖିଲେ, କେହି ବି ବିଶ୍ବାସ କରିବେନି... ନାଚ କରୁଥିବା ବ୍ୟକ୍ତି ଜଣକ, ୮୦ ବର୍ଷ ବୟସର ବ୍ୟକ୍ତି । ବଲାଙ୍ଗିର ସହରର ଅଧିକାଂଶ ମଂଚରେ ନିଜ ନାଚର ଜଲୱା ଦେଖାନ୍ତି ଓଡିଶୀ ନୃତ୍ୟ ଗୁରୁ ସବେଶ୍ବର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us