ଘାତକ ସାଜୁଛି ବେପରୁଆ ଗାଡ଼ି ଚାଳନା ଓ ଯୁବପିଢ଼ିଙ୍କ ରିଲ୍ସ ନିଶା । ଅନିଚ୍ଛାକୃତ ଆଘାତ ମୃତ୍ୟୁହାରରେ ଓଡ଼ିଶା ଦେଶରେ ଅଷ୍ଟମ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ, ରାଜ୍ୟରେ ଦିନକୁ ଯାଉଛି ୫୭ ଜୀବନ । ରାଜ୍ୟ ସରକାରଙ୍କୁ ଶ୍ବେତପତ୍ର ଜାରି ପାଇଁ କହିଲେ ସଡ଼କ ସୁରକ୍ଷା ବିଶେଷଜ୍ଞ ।