crocodile
Advertisment
କାନ୍ଦି କାନ୍ଦି ଘର ଦୁଆରେ ଲୋଟିପଡ଼ୁଛି ମା’ । ପୁଅକୁ ମନେ ପକାଇ ଆଖିର ଲୁହକୁ ଝରାଇ ଚାଲିଛି । ଆଉ ସେପଟେ ନଦୀ ପଠରେ ବୋଟ୍ରେ ଖୋଜାଖୋଜି କରୁଛନ୍ତି ଆଗ୍ନିଶମ କର୍ମଚାରୀ । କୁଆଡ଼େ ଗଲେ ସିଦ୍ଧାନ୍ତ ? ନଦୀରେ କୁମ୍ଭୀର ଝାମ୍ପି ନେଇନି ତ ? ନା ପୁଅର ନିଖୋଜ ପଛରେ ରହିଛି ଅନ୍ୟ କିଛି ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us