Advertisment

ନାଗୁଣୀ କରୁଛି ଫଁ ଫଁ

ଘର ଭିତରୁ ବାହାରୁଛି ମେଞ୍ଚାମେଞ୍ଚା ନାଗ ଅଣ୍ଡା । ନାଗୁଣୀ କରୁଛି ଗର୍ଜନ । ନାଗକୁ ଖୋଜା ଚାଲିଛି । ପୁରୀ ଜିଲ୍ଲା ପିପିଲି ବ୍ଲକ ସାଁପୁର ଗାଁର ଲକ୍ଷ୍ମୀଧର ପ୍ରଧାନଙ୍କ ଗୁହାଳ ଘର ଭିତରର ଏ ହେଉଛି ଚିତ୍ର ।

Advertisment

ଘର ଭିତରୁ ବାହାରୁଛି ମେଞ୍ଚାମେଞ୍ଚା ନାଗ ଅଣ୍ଡା । ନାଗୁଣୀ କରୁଛି ଗର୍ଜନ । ନାଗକୁ ଖୋଜା ଚାଲିଛି । ପୁରୀ ଜିଲ୍ଲା ପିପିଲି ବ୍ଲକ ସାଁପୁର ଗାଁର ଲକ୍ଷ୍ମୀଧର ପ୍ରଧାନଙ୍କ ଗୁହାଳ ଘର ଭିତରର ଏ ହେଉଛି ଚିତ୍ର । ଦେଖନ୍ତୁ କେମିତି ନାଗ ସାପ ଅଣ୍ଡା ସହ କିଭଳି କୁନି କୁନି ନାଗ ଛୁଆଙ୍କୁ ଉଦ୍ଧାର କରାଯାଉଛି ।

Advertisment
Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ