Advertisment

ରାଜା ମର୍ଡର କାଶୀ ଢାବାର ରହସ୍ୟ

ସ୍ବାମୀ ହତ୍ୟା କରି ଆସିବା ପରେ ସୋନମ ରଘୁବଂଶୀ ଢାବା ମାଲିକକୁ ଫୋନ ମାଗିଥିଲା। ଢାବା ମାଲିକ ସାହିଲ ୟାଦବ ସୋନମକୁ ଫୋନ ଦେଇଥିଲେ। ଘର ଲୋକଙ୍କ ସହ କଥା ହୋଇଥିଲା ସୋନମ। ଫୋନରେ କଥା ହେବା ସମୟରେ ଭୋ ଭୋ କାନ୍ଦିଥିଲା ସୋନମ ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ