ଅଦ୍ୟତନ ହୋଇଛି
VK Bhawra appointed new Punjab director general of police
Advertisment
ଦଳିଲେ ପଞ୍ଜାବ ଡିଜିପି । ବୀରେଶ କୁମାର ଭାୱରାଙ୍କୁ ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। UPSC ତରଫରୁ ସୁପାରିସ କରାଯାଇଥିବା ୩ ବରିଷ୍ଠ IPSଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର। ୧୯୮୭ ବ୍ୟାଚର ଅଫିସର ହେଉଛନ୍ତି ଭାୱରା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us