WIFE-BODY-ON-BIKE
Advertisment
ବାଇକ୍ରେ ଲଦା ହୋଇଛି ଲାସ୍, ଏକ ମୁହାଁ ହୋଇ ବାଇକ୍ ଚଲାଉଛନ୍ତି ଜଣେ ବ୍ୟକ୍ତି । ଯିଏ ଯେତେ ଡାକିଲେ ଶୁଣୁ ନାହାନ୍ତି କି ଅଟକୁ ନାହାନ୍ତି । ଏ ଦୃଶ୍ୟ ଦେଖି ଆପଣ ଭାବୁଥିବେ, ହୁଏତ କେହି ମହିଳାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗିବାକୁ ନେଉଛି । କିନ୍ତୁ ଏହି ଭିଡିଓ ପଛର ଅସଲ କାହାଣୀ ଅତି ହୃଦୟ ବିଦାରକ... ଭିଡିଓରେ ଦେଖୁଥିବା ଏହି ବ୍ୟକ୍ତି ବାଇକରେ ନିଜ ସ୍ତ୍ରୀର ମୃତଦେହ ବାନ୍ଧି ଘରକୁ ନେଉଛନ୍ତି । ମୃତ ମହିଳାଙ୍କ ନାଁ ଗ୍ୟାରସି । ଆଉ ଇଏ ହେଲେ ତାଙ୍କ ସ୍ୱାମୀ ଅମିତ ଯାଦବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us