By: Otv Khabar Bureau
Last updated: 01 February 2022, 09:19 PM IST
ଏ ବଜେଟ୍ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।