By: Otv Khabar Bureau
Last updated: 01 February 2022, 09:06 PM IST
କେନ୍ଦ୍ରୀୟ ବଜେଟ୍ ୨୦୨୨-୨୩ରେ ସବୁକ୍ଷେତ୍ରକୁ ଅର୍ଥନୈତିକ ବିକାଶର ଧାରା । ଶିଳ୍ପ ଓ ଭିତ୍ତିଭୂମି ବିକାଶ ସହ କୃଷି ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।