By: Sarbeswar
Last updated: 15 June 2023, 09:26 PM IST
ପୁଣି ଥରେ ଚର୍ଚ୍ଚାରେ ୟୁନିଫର୍ମ ସିଭିଲ କୋଡ୍। ସମାନ ନାଗରିକ ସଂହିତା ନେଇ ଜନସାଧାରଣ ଓ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍। ଏହାପରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଆରମ୍ଭ ହୋଇଗଲାଣି ଧର୍ମଗତ ତର୍କ ବିତର୍କ।