By: Otv Khabar Bureau
Last updated: 30 September 2021, 12:58 PM IST
ଅକ୍ଟୋବର ପହିଲାରୁ ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ପେନସନଭୋଗୀଙ୍କୁ ମିଳିବ ସୁବିଧା । ବ୍ୟାଙ୍କ ଚେକ ବୁକ୍ ଓ ଅଟୋ ଡେବିଟ ନିୟମରେ ଏହି ପରିବର୍ତ୍ତନ ହେଉଛି । ଦେଖି ନିଅନ୍ତୁ, ଏହା ଆପଣ ଜାଣିବା ଜରୁରୀ ।