Advertisment

ନବବିବାହିତଙ୍କୁ ଦେଖି ହଠାତ ରାସ୍ତା ମଝିରେ ଗାଡ଼ି ଅଟକାଇଲେ ମୁଖ୍ୟମନ୍ତ୍ରୀ, ଆଉ ତାପରେ...

ଏମିତି ଏକ ମୁଖ୍ୟମନ୍ତ୍ରୀ, ଯାହାଙ୍କ ଚର୍ଚ୍ଚା ଏବେ ସାରା ଦେଶରେ। କେତେବେଳେ ଷ୍ଟେଜରେ ନାଚନ୍ତି ତ ଆଉ କେତେବେଳେ ରାସ୍ତା ମଝିରେ ହଠାତ ଗାଡ଼ିକୁ ରଖି ନବବିବାହିତଙ୍କୁ ଆଶୀର୍ବାଦ କରିବା ସହ ମିଠା ମାଗି ଖାଇଥାନ୍ତି। ସେହି ମୁଖ୍ୟମନ୍ତ୍ରୀ ଜଣଙ୍କ ହେଉଛନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନୀ।

Bathinda Newly-Married Couple CM Channi Punjab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ