By: Otv Khabar Bureau
Last updated: 31 December 2021, 10:47 AM IST
୨୦୨୨ ଜାନୁଆରୀ ୧ ତାରିଖରେ ଦେଶର ଚାଷୀଙ୍କ ହାତକୁ ଆସିବ ମୋଦୀଙ୍କ ଟଙ୍କା। ଏହି ଦିନ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।