""
ଜାତୀୟ ଖବର Videos ଦିନେ ଯେଉଁଠି ସୁଇପର ଥିଲେ ଆଜି ସେଇଠି ସବ୍ କଲେକ୍ଟର ହେଲେ ଭାଗ୍ୟ ନୁହେଁ ନିଷ୍ଠା ହିଁ ବଦଳାଇ ଦେଲା ଝିଅଟିର ଭାଗ୍ୟ। ଦିନେ ଯେଉଁଠି ସେ ସୁଇପର ଭାବେ କାମ କରୁଥିଲେ, ଏବେ ଠିକ୍ ସେଇ ଜାଗାରେ ସେ ସବ୍-କଲେକ୍ଟର ଭାବେ ଚାକିରି କରୁଛନ୍ତି। ଯେଉଁ ହାତରେ ଝାଡ଼ୁ ଧରି ରାସ୍ତା ସଫା କରୁଥିଲେ, ଆଜି ସେହି ହାତରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଉପରେ ଦସ୍ତଖତ କରୁଛନ୍ତି 18 Jul 2021 11:23 ISTSarbeswar Follow UsSweeper Became SDMAdvertisment Read More Jodhpur Sdm