By: Otv Khabar Bureau
Last updated: 05 May 2022, 09:09 PM IST
ଋଣ ଉପରେ ଗ୍ରାହକଙ୍କୁ ଗଣିବାକୁ ପଡ଼ିବ ଅଧିକ ସୁଧ । ଗତକାଲି RBI ରେପୋ ରେଟ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ସୁଧ ବଢିବା ନିଶ୍ଚିତ ହୋଇଛି ।