Advertisment

ରାଜାକୁ ବାହା ଦେଲେ ମାରିଦେବି...

ବାହାଘର ପୂର୍ବରୁ ସୋନମ ନିଜ ପରିବାରକୁ ରୋକଠୋକ ଶୁଣାଇ ଦେଇଥିଲା। ମୋ ମର୍ଜିରେ ମୁଁ ବାହା ହେବି। ମୁଁ ଯାହାକୁ ପସନ୍ଦ କରୁଛି ସେ ହିଁ ହେବ ମୋ ଜୀବନ ସାଥୀ

ଅଦ୍ୟତନ ହୋଇଛି
Advertisment

ବାହାଘର ପୂର୍ବରୁ ସୋନମ ନିଜ ପରିବାରକୁ ରୋକଠୋକ ଶୁଣାଇ ଦେଇଥିଲା। ମୋ ମର୍ଜିରେ ମୁଁ ବାହା ହେବି। ମୁଁ ଯାହାକୁ ପସନ୍ଦ କରୁଛି ସେ ହିଁ ହେବ ମୋ ଜୀବନ ସାଥୀ। ମୋ ଇଚ୍ଛା ବିରୁଦ୍ଧରେ ଯାଇ ରାଜା ରଘୁବଂଶୀଙ୍କୁ ବିବାହ କରାଇଲେ କିଛି ଭଲ ହେବନି। ବଡ଼ ଅଘଟଣ ଘଟିବ। କିଛି ବି କରିପାରେ ମୁଁ। ଯାହା ଘଟିବ ସେଥିପାଇଁ ମୁଁ ଦାୟୀ ରହିବି ନାହିଁ। ବିବାହ ପୂର୍ବରୁ ବେୱଫା ସୋନମ ନିଜ ବାପାମା’ଙ୍କୁ ଦେଇଥିଲା ଏଭଳି କିଛି ଚେତାବନୀ।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ