Advertisment

ସସ୍ପେନ୍ସରେ ସେମିନାର ହଲର ସତ

ଘଟଣା ଦିନ ସକାଳେ ସେମିନାର୍ ହଲ୍‌ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।

Advertisment

ସସ୍ପେନ୍ସରେ ସେମିନାର ହଲର ସତ । ପ୍ରକୃତରେ ସେଇଠି ଅପରାଧ ଘଟିଥିଲା ନା ଦିଆଯାଇଥିଲା କ୍ରାଇମ୍ ସ୍ପଟ୍‌ର ରୂପ । ଛାତ୍ରଛାତ୍ରୀଙ୍କ ସନ୍ଦେହ, ଏହି ରହସ୍ୟକୁ ଆହୁରି ବଢାଇ ଦେଇଛି। ପିଲାଙ୍କ ଅଭିଯୋଗ, ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ସେମିନାର୍ ହଲ୍ ପ୍ରକୃତରେ କ୍ରାଇମ ସ୍ପଟ୍ ନୁହେଁ। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେଠି ମୃତଦେହ ଆଣି ରଖାଯାଇ ଥାଇପାରେ। କାରଣ, ଘଟଣା ଦିନ ସକାଳେ ସେମିନାର୍ ହଲ୍‌ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ