Rape
Advertisment
କି ପ୍ରୋସେସନ୍... ଯିଏ ଭାବିବ ବରଯାତ୍ରୀ ଯାଉଛନ୍ତି ନହେଲେ କେଉଁ ବିଜୟ ଖୁସି ମନା ହେଉଛି। ହେଲେ ବାସ୍ତବରେ ରାସ୍ତାଘାଟ, ବଜାରହାଟ ଦୁଲୁକେଇ ଆସୁଥିବା ଏ ଯୁବକମାନେ ହେଉଛନ୍ତି ଦୁଷ୍କର୍ମ ଅଭିଯୁକ୍ତ। ଗ୍ୟାଙ୍ଗରେପ୍ ଅଭିଯୋଗରେ ଏମାନେ ଜେଲ୍ ଯାଇଥିଲେ। ଆଉ ଏବେ ତାଙ୍କୁ ବେଲ୍ ମିଳିବା ପରେ ସେଲିବ୍ରେସନରେ ମତୁଆଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us