Advertisment

ସିନ୍ଦୂର... ନୁହେଁ ଖେଳ ଘର

ସିନ୍ଦୂର ନେଲା ସିନ୍ଦୂରର ବଦଲା... ପହଲଗାମ ଆକ୍ରମଣର ବଦଲା ଅପରେସନ ସିନ୍ଦୂରରେ ନେଇଛି ଭାରତ। ବାଛି ବାଛି ଆତଙ୍କୀ କ୍ୟାମ୍ପକୁ ଉଡାଇଛି, ଧ୍ୱଂସ ବିଧ୍ୱସ୍ତ କରିଛି।

Advertisment

ସିନ୍ଦୂର ନେଲା ସିନ୍ଦୂରର ବଦଲା... ପହଲଗାମ ଆକ୍ରମଣର ବଦଲା ଅପରେସନ ସିନ୍ଦୂରରେ ନେଇଛି ଭାରତ। ବାଛି ବାଛି ଆତଙ୍କୀ କ୍ୟାମ୍ପକୁ ଉଡାଇଛି, ଧ୍ୱଂସ ବିଧ୍ୱସ୍ତ କରିଛି। ଏ ଅପରେସନ ସିନ୍ଦୂର ପ୍ରତିଟି ଭାରତୀୟଙ୍କୁ ଯେତିକି ଆଶ୍ୱସ୍ତି ଦେଇଛି, ସେ ନାଁ ସେତିକି ହୃଦୟ ଛୁଇଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଛିଥିଲେ ଏପରି ନାଁ।

Advertisment
Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ