Advertisment

AirIndia: ମଝି ଆକାଶରେ ଲଜ୍ଜା, ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଘଟିଛି ଏଭଳି କିଛି ଘଟଣା। ଜାପାନର ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି ଜଣେ ଭାରତୀୟ ଯାତ୍ରୀ। ଫ୍ଲାଇଟର ବିଜନେସ କ୍ଲାସରେ ଘଟିଛି ଏହି କାଣ୍ଡ। ତୁଷାର ମସନ୍ଦ ନାମକ ଜଣେ ଭାରତୀୟ ଜାପାନର ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି।

Delhi Police Air India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ