Rajnath Singh
Advertisment
ଆଇଏଏନସର ବିକ୍ରାନ୍ତରୁ ପୁଣି ଥରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯଦି ପାକିସ୍ତାନ ଆଲୋଚନା ଚାହୁଁଛି ତେବେ ପ୍ରଥମେ ସୟିଦ ହାଫିଜ୍ ଓ ମାସୁଦ ଆଜହରକୁ ହସ୍ତାନ୍ତର କରୁ। ନଚେତ୍ ଭାରତୀୟ ନୌସେନା ପ୍ରଚଣ୍ଡ ଦେଖାଇବ। ପାକିସ୍ତାନ ଭାରତୀୟ ନୌସେନାର ନୀରବ ମୁଦ୍ରା ଦେଖିଛି, ଯଦି ପ୍ରଚଣ୍ଡ ଦେଖିବ ତେବେ ଥରହର ହୋଇଯିବ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us