Advertisment

ସତ କହିଲା ପାକିସ୍ତାନ, କରିଛି ପହଲଗାମ ଆକ୍ରମଣ ?

ସତ ମାନୁଛି ପାକିସ୍ତାନ । ପାଳୁଛି ଆତଙ୍କବାଦୀ । ଦେଉଛି ଆତଙ୍କୀଙ୍କୁ ଟ୍ରେନିଂ । ଆମେ ପାକିସ୍ତାନ ନୁହେଁ, ଆମେ ଆତଙ୍କୀସ୍ତାନ । ଏକଥା ନିଜ ମୁହଁରେ ମାନିଛି ପାକିସ୍ତାନ । ଅନ୍ତର୍ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱଜା ଅସିଫ ଏ କଥା କହିଛନ୍ତି

Advertisment

ସତ ମାନୁଛି ପାକିସ୍ତାନ । ପାଳୁଛି ଆତଙ୍କବାଦୀ । ଦେଉଛି ଆତଙ୍କୀଙ୍କୁ ଟ୍ରେନିଂ । ଆମେ ପାକିସ୍ତାନ ନୁହେଁ, ଆମେ ଆତଙ୍କୀସ୍ତାନ । ଏକଥା ନିଜ ମୁହଁରେ ମାନିଛି ପାକିସ୍ତାନ । ଅନ୍ତର୍ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱଜା ଅସିଫ ଏ କଥା କହିଛନ୍ତି।

Advertisment
Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ