Advertisment

ଖୋଲିଲା ପାକିସ୍ତାନର ଅସଲ ମୁଖା, କହୁଛି ଭାରତୀୟଙ୍କ ବେକ କାଟିବୁ

ଦୋ ମୁହାଁ କଥା କହୁଥିବା ପାକିସ୍ତାନର ଇଏ ହେଉଛି ଅସଲ ଚେହେରା। ଆତଙ୍କର ମଞ୍ଜି ବୁଣୁଥିବା ପାକିସ୍ତାନ ଦେଖାଇଛି ତା’ର କ୍ରୁର ରୂପ। ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା।

Advertisment

ଦୋ ମୁହାଁ କଥା କହୁଥିବା ପାକିସ୍ତାନର ଇଏ ହେଉଛି ଅସଲ ଚେହେରା। ଆତଙ୍କର ମଞ୍ଜି ବୁଣୁଥିବା ପାକିସ୍ତାନ ଦେଖାଇଛି ତା’ର କ୍ରୁର ରୂପ। ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା। ପହଲଗାମ ବଦଲା ନେବାକୁ ସୀମାରେ ଭାରତ କଲାଣି ଯୁଦ୍ଧାଭ୍ୟାସ। ପୂରା ବିଶ୍ୱ ବି ଏହି ଘଟଣାକୁ କଡା ସମାଲୋଚନା କରୁଛି । ତଥାପି ସୁଧୁରୁନି ପାକିସ୍ତାନ। ଭିତରେ ଭିତରେ ଫମ୍ପା ହୋଇସାରିଥିବା ପାକିସ୍ତାନ ଛାଡୁନି ତା’ର ମୁହଁ ଟାଣ।

Advertisment
Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ