ଅପରେସନ୍ ସିନ୍ଦୂରରେ ସଫା ୫ ମୋଷ୍ଟ ୱାଣ୍ଟେଡ୍
Advertisment
୭ ରାତିରେ ବୀରତ୍ୱର ଗାଥା ଗାଇଛି ଭାରତୀୟ ସେନା। ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କୀ ଆଡ୍ଡା ଉଡାଇ ପରାକ୍ରମ ଦେଖାଇଛି। ଆତଙ୍କବାଦୀଙ୍କୁ ପାଳିବାର ପରିଣାମ କଣ ହୋଇପାରେ, ପାକିସ୍ତାନକୁ ଦେଖାଇ ଦେଇଛି। ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୫ ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କୀ ଥିବାବେଳେ ମାସୁଜ ଆଝହରର ଭିଣୋଇ ମଧ୍ୟ ଅଛି। ଏମାନ ଦୀର୍ଘଦିନ ହେବ ଭାରତ ନଜରରେ ରହିଥିଲେ, ଆଉ ଏବେ ସଫା ହୋଇଛନ୍ତି। ସେ ସମସ୍ତ ଆତଙ୍କବାଦୀ କିଏ ଏବଂ କାହିଁକି ଭାରତ ସେମାନଙ୍କୁ ମୋଷ୍ଟ ୱାଣ୍ଟେଣ୍ଡ ତାଲିକାରେ ରଖିଥିଲା, ଜାଣନ୍ତୁ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us