Advertisment

ଆଜିଠାରୁ ଆରମ୍ଭ ହେଲା ୨ ହଜାର ଟଙ୍କିଆ ନୋଟ୍ ବଦଳ

ଦେଶର ସବୁ ବ୍ୟାଙ୍କ ଶାଖାରେ ଆରମ୍ଭ ହୋଇଛି ନୋଟ ବଦଳ ବ୍ୟବସ୍ଥା।

Advertisment

ଆଜିଠାରୁ ଆରମ୍ଭ ହେଲା ୨ ହଜାର ଟଙ୍କିଆ ନୋଟ୍ ବଦଳ। ଦେଶର ସବୁ ବ୍ୟାଙ୍କ ଶାଖାରେ ଆରମ୍ଭ ହୋଇଛି ଏ ବ୍ୟବସ୍ଥା । ହେଲେ ୨୦୧୬ ନୋଟବନ୍ଦୀ ଭଳି ଏଥର ଦେଖିବାକୁ ମିଳୁନି ଲୋକଙ୍କ ଭିଡ଼। ସୁବିଧାରେ ବଡ଼ ନୋଟ୍ ବଦଳାଇ ନେଉଛନ୍ତି ଗ୍ରାହକ। ବିଶେଷଜ୍ଞଙ୍କ ମତ, ଗୋଲାପୀ ନୋଟ୍ ପ୍ରତ୍ୟାହାର ଯୋଗୁଁ ସାଧାରଣ ଜନତା ଅଥବା ଅର୍ଥନୀତି କିଛି ପ୍ରଭାବିତ ହେବନି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ