zozilla tunnel
Advertisment
ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା। ଜୋଜିଲା ଟନେଲକୁ ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀI ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଜୋଜିଲା ଟନେଲ୍। ଶ୍ରୀନଗରରୁ ଯାତ୍ରୀ ଖୁବ ଶୀଘ୍ର ଲଦାଖ୍ ଅଭିମୁଖେ ଯାତ୍ରା କରିପାରିବେ।