IAS
Advertisment
ବାପା ମୁଁ IAS ପାଇଛି... ତୁମ ଗେହ୍ଲୀ ଝିଅ UPSC କ୍ଲିୟର କରିଛି । ଯେବେ ଯାହା କିଛି ମାଗିଛି ସବୁ ଦେଇଛି । ତୁମ ଭଲ ପାଇବା ମତେ ଆଜି ନୂଆ ପରିଚୟ ଦେଇଛି । ତିନି ତିନି ଥର ବିଫଳ ହୋଇଥିଲେ ବି କେବେ ଭାଙ୍ଗିପଡ଼ିବାକୁ ଦେଇନ । କି କେବେ ଏ ଥକିଯିବା ପାଦଟାକୁ ଅଟକିବାକୁ ଦେଇନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us