Last updated: 07 November 2021, 03:03 PM IST
ଆର୍ୟନ ଖାନ ମାମଲାରେ ପୁଣି ବିସ୍ଫୋରକ ତଥ୍ୟ ଦେଇ NCBର ବରିଷ୍ଠ ଅଧିକାରୀ ସମୀର ଓ୍ୱାଙ୍ଖଡ଼େଙ୍କୁ ଟାର୍ଗେଟ୍ କରିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ। ସେ କହିଛନ୍ତି ଆର୍ୟନଙ୍କୁ ଅପହରଣ କରି ୨୫ କୋଟି ଟଙ୍କା ବଟି ଆଦାୟ ପାଇଁ ଚକ୍ରାନ୍ତ ହୋଇଥିଲା..