Advertisment

ଉତ୍ତରପ୍ରଦେଶରେ ସବୁଠୁ ଅଧିକ ସୁରକ୍ଷିତ ଅଛନ୍ତି ମୁସଲିମ ସମ୍ପ୍ରଦାୟ

ଗୋଟିଏ ମୁସଲିମ୍ ପରିବାର ୧୦୦ ହିନ୍ଦୁ ପରିବାର ମଧ୍ୟରେ ସୁରକ୍ଷିତ ରହିଛି। ସେମାନଙ୍କୁ ନିଜର ଧାର୍ମିକ ଆସ୍ଥା ପାଳନ କରିବାରେ ସ୍ବତନ୍ତ୍ରତା ମଧ୍ୟ ରହିଛି।

Advertisment

ଉତ୍ତରପ୍ରଦେଶରେ ସବୁଠୁ ଅଧିକ ସୁରକ୍ଷିତ ଅଛନ୍ତି ମୁସଲିମ ସମ୍ପ୍ରଦାୟ। ଜାତୀୟ ଗଣମାଧ୍ୟମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ଏକ ବୟାନ ଦେଇଛନ୍ତି। ଗୋଟିଏ ମୁସଲିମ୍ ପରିବାର ୧୦୦ ହିନ୍ଦୁ ପରିବାର ମଧ୍ୟରେ ସୁରକ୍ଷିତ ରହିଛି। ସେମାନଙ୍କୁ ନିଜର ଧାର୍ମିକ ଆସ୍ଥା ପାଳନ କରିବାରେ ସ୍ବତନ୍ତ୍ରତା ମଧ୍ୟ ରହିଛି। ବାଂଲାଦେଶର ଉଦାହରଣ ଦେଇ ସେଠାରେ ଅଳ୍ପସଂଖ୍ୟକ ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯୋଗୀ ଆଦିତ୍ୟନାଥ ।

Advertisment
Yogi Adityanath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ