Advertisment

ଲଗାଣ ବର୍ଷାରେ ଉତ୍ତର ଭାରତରେ ଧ୍ୱଂସର ଲୀଳା

ଲଗାଣ ବର୍ଷା ପରେ ଏବେ ଉତ୍ତର ଭାରତରେ ସୃଷ୍ଟି ହୋଇଛି ଧ୍ୱଂସର ଲୀଲା । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ସଂଖ୍ୟାରେ ଘର ଭାଙ୍ଗିଛି ।

Advertisment

 ଲଗାଣ ବର୍ଷା ପରେ ଏବେ ଉତ୍ତର ଭାରତରେ ସୃଷ୍ଟି ହୋଇଛି ଧ୍ୱଂସର ଲୀଲା । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ସଂଖ୍ୟାରେ ଘର ଭାଙ୍ଗିଛି ।ଏକାଧିକ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଖାଲି ସେତିକି ନୁହେଁ କିଛି ଅଞ୍ଚଳରେ ଲୋକେ ନିଖୋଜ ହେବା ଖବର ବି ମିଳିଛି । ଧର୍ମଶାଳାର ଏକାଧିକ ଅଞ୍ଚଳରେ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛିା ପାହାଡ଼ି ଅଞ୍ଚଳରେ ରହୁଥିବା ଲୋକଙ୍କ ଘର ଧୋଇ ହୋଇଯାଇଛି । କିଛି ଲୋକେ ଜୀବନ ବଞ୍ଚାଇ ଘରୁ ବାହାରି ଆସିଛନ୍ତି ।

Advertisment
India Uttarakhand Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ